Mo Khandapada Android

Mo Khandapada

ଆସ ଗଢିବା ଶ୍ରେଷ୍ଠ ଖଣ୍ଡପଡ଼ା - Mo Khandapada : Asa Gadhiba Shrestha Khandapada

Features & Capabilities

Mo Khandapada android app designed for the well being of people of Khandapada constituency.

ଆମ ଖଣ୍ଡପଡ଼ା ବିଷୟରେ :-

ଚିରସ୍ରୋତା ମହାନଦୀ ର ବିସ୍ତିର୍ଣ୍ଣ ବାଲୁକା ରାଶି, ପୁଣି କୂଳୁକୁଳୁ ନିନାଦ ର କୂଳେ ଖଣ୍ଡପଡ଼ାର କୂଳ ଦାଣ୍ଡି ଗ୍ରାମାଞ୍ଚଳ । ଘନ ବନାନୀର ସମାହାର ଆମ ସବୁଜିମା କୁ ସମୃଦ୍ଧ କରିଛି । ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଆଦିକ୍ଷେତ୍ର କଣ୍ଟିଲୋ ଠାରେ ଅବସ୍ଥିତ ଶ୍ରୀ ନୀଳମାଧବ ପୀଠ ଆମ ଧାର୍ମିକ ସଂସ୍କୃତିର କିର୍ତ୍ତୀରାଜି । ସିଧାମୂଳା ଠାରେ ଶ୍ରୀ ଗୋକୁଳାନନ୍ଦ ପୀଠ, ଇକୋ ଟୁରିଜମ୍‌, କୋସକା ପଞ୍ଚାୟତ ଯୋଗୀ ଯୋଗିଆଣୀ କ୍ଷେତ୍ର ଐତିହ ସଂପନ୍ନ ବୌଦ୍ଧପୀଠର ଅନନ୍ୟ ସ୍ୱାକ୍ଷର । ବିଶ୍ୱ ବରେଣ୍ୟ ଜ୍ୟୋତିର୍ବିଦ୍ “ପଠାଣି ସାମନ୍ତ” ଏ ମାଟି ପ୍ରତିଭା ର ମୂର୍ତ୍ତୀମନ୍ତ ପ୍ରତୀକ ।
ଭାପୁର ବ୍ଲକ୍ ତରବାଲୋ- ନୀଳକଣ୍ଠ ପ୍ରସାଦ ଠାରେ ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତ୍ତ ଉଷ୍ମ ପ୍ରସ୍ରବଣ, ପୁଣି ହନୁମନ୍ତ ପ୍ରସାଦ ଠାରେ ଶ୍ରୀରାମ ମନ୍ଦିର ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ । ଖଣ୍ଡପଡ଼ା ସହରାଞ୍ଚଳର ସୁନାମୁହିଁ ପର୍ଯ୍ୟଟନ ପ୍ରକଳ୍ପ ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ପ୍ରତିଶୃତି ଦିଏ । ଖଣ୍ଡପଡ଼ା ବ୍ଲକ୍ ର ୨୨ ଗୋଟି ପଞ୍ଚାୟତ, ଭାପୁର ବ୍ଳକ୍‌ର ୨୦ ଗୋଟି ପଞ୍ଚାୟତ ଓ ଖଣ୍ଡପଡ଼ା ସହରାଞ୍ଚଳର ୧୩ ଗୋଟି ୱାର୍ଡ଼ର ପାଖାପାଖି ୨ ଲକ୍ଷ ଜନସାଧାରଣଙ୍କ ସମାଗମ ଆମ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ । କୃଷି, ଜଳସେଚନ, ପର୍ଯ୍ୟଟନ, ଶିକ୍ଷା ଓ ସ୍ୱାସ୍ଥ୍ୟ, ଗମନାଗମନ ସୁବିଧା କ୍ଷେତ୍ରରେ ଆଶାନୁରୂପ ସଫଳତା ପାଇଁ ଚାଲିଛି ଅହରହ ପ୍ରଚେଷ୍ଟା । ଅଟକିଛି ବିକାଶ ........... ଆହ୍ୱାନ ରହିଛି ଅନେକ ....... ଗଢା ହେବାକୁ ରାଜ୍ୟ ତଥା ଜାତୀୟ ସ୍ତରୀୟ ମର୍ଯ୍ୟାଦା ସମ୍ପନ୍ନ ଶ୍ରେଷ୍ଠ ଖଣ୍ଡପଡ଼ା ।

*Download And Install mo khandapada Android App
*Thanks For Visiting Mo Khandapada

User Growth & Download Statistics

Contact the developer

Chrome-Stats does not own this Android app. Please use these information below to contact the Android app developer.
Developed by:
ମୋ ଖଣ୍ଡପଡ଼ା
Google Play Store
https://play.google.com/store/apps/details?id=com.mokhandapada
Email:
mo*****@gmail.com
Website:
https://www.mokhandapada.com

User Reviews

This is best👍👍👍
by Su*****, 2024-01-01

I love khandapada
by Bi*****, 2023-04-08
View all user reviews ›

Best Mo Khandapada Alternatives

Here are some Android apps that are similar to Mo Khandapada: