Features & Capabilities

ପ୍ରତ୍ୟକ ମନୁଷ୍ୟ ଜୀବନର ମୂଳ ଲକ୍ଷ ଏହା ହେବା ଆବଶ୍ୟକ, ବଞ୍ଚିଥିବା ବେଳେ ରକ୍ତ ଦାନ ଏବଂ ମୃତ୍ୟୁ ପରେ ଅଙ୍ଗଦାନ କରିବା l କାରଣ ରକ୍ତ ଏବଂ ମନୁଷ୍ୟ ଶରୀରରେ ଥିବା ଅଙ୍ଗ ପ୍ରତ୍ୟଙ୍ଗ କୌଣସି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇ ନଥାଏ | ଏହା କେବଳ ଭଗବାନଙ୍କ ଦ୍ୱାରା ପ୍ରାପ୍ତ ହୋଇଥାଏ | ଈଶ୍ୱରଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ଦାନ ଜଣେ ଅନ୍ୟ ଜଣଙ୍କୁ ପ୍ରଦାନ କଲେହିଁ ଅନ୍ୟଜଣେ ଏହାର ସୁଯୋଗ ନେଇ ବଞ୍ଚିବାର ରାହା ଦେଖି ପାରିବ | ସମାଜରେ ପ୍ରତ୍ୟକ ସମୟରେ ମନୁଷ୍ୟକୁ ରକ୍ତର ଆବଶ୍ୟକତା ରହିଥିବା ବେଳେ ଏପରି କ୍ଷେତ୍ରରେ ଜଣେ ମନୁଷ୍ୟ ଅନ୍ୟ ଜଣଙ୍କୁ ରକ୍ତ ପ୍ରଦାନ କରିବା ନିହାତି ଆବଶ୍ୟକ ହୋଇଥାଏ ଏବଂ ରକ୍ତ ଦାନ ହିଁ ସମାଜରେ ପ୍ରକୃତ ଦାନ ରୂପେ ଗ୍ରହଣ କରାଯାଉଥିବା ବେଳେ ତାଙ୍କୁ ଶ୍ରେଷ୍ଠ ସମାଜ ସେବି ରୂପେ ଗ୍ରହଣ କରାଯାଇଥାଏ | ଧନ ସମ୍ପତି ସମାଜରେ ପ୍ରତ୍ୟକ ବ୍ୟକ୍ତି ନିଜ ପ୍ରୟାଶ ଓ ଚେଷ୍ଟାରେ ବଢ଼ାଇ ପାରିବ କିନ୍ତୁ ସମାଜ ସେବାର ସମ୍ମାନ ଧନ ସମ୍ପତ୍ତି ରୁ ପ୍ରାପ୍ୟ ହୋଇପାରିବ ନାହିଁ | ଜଣେ ଧନୀ ବ୍ୟକ୍ତି ଚାହିଁଲେ ମଧ୍ୟ ତାର ଧନ ବଳରେ ମନୁଷ୍ୟ ଶରୀରର ରକ୍ତ ଓ ଅଙ୍ଗପ୍ରତ୍ୟଙ୍ଗ ସହଜରେ ହାସଲ କରି ପାରିବ ନାହିଁ | ସେଥିପ୍ରତି ଧନୀ ବ୍ୟକ୍ତିକୁ ଜଣେ ସମାଜ ସେବି ପାଖରେ ନତ ମସ୍ତକ ହେବାକୁ ପଡିବ | ସେ ଗରିବ ହେଉ କିମ୍ବା ଧନୀ ହେଉ ରକ୍ତରେ ଏହାର ବିଚାର ନଥାଏ | ତେଣୁ ସମାଜରେ ମନୁଷ୍ୟ ବଞ୍ଚିଥିବା ସମୟରେ ରକ୍ତ ଦାନ କରିବା ଏବଂ ମୃତ୍ୟୁ ପରେ ନିଜର ଅଙ୍ଗକୁ ନଷ୍ଟ ନକରି ଅନ୍ୟଜଣକୁ ବ୍ୟବହା କାରଣ ସମାଜରେ ସଦାସର୍ବଦା ମନୁଷ୍ୟ ଅନ୍ୟ ପାଖରୁ ରକ୍ତ ଆବଶ୍ୟକ କରୁଥିବା ବେଳେ ଦିବ୍ୟାଙ୍ଗ ମାନେ ମଧ୍ୟ ମନରେ ଅନେକ ଆଶl ନେଇ ବଞ୍ଚି ଥାନ୍ତି | କେହି ଯଦି ତାଙ୍କୁ ଆଖି ପ୍ରଦାନ କରେ ସେମାନେ ସମାଜର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଭଗବାନଙ୍କ ସୃଷ୍ଟିକୁ ଦେଖିପାରିବେ | ଏହିପରି କ୍ଷେତ୍ରରେ ପ୍ରକୃତିରୁ ସହାୟତା ପାଉଥିବା ବ୍ୟକ୍ତିବିଶେଷମାନେ ସ୍ୱାର୍ଥପର ନହୋଇ ପରସ୍ପର ମଧ୍ୟରେ ସହାୟତା କରିବା ପାଇଁ ଆଗେଇ ଆସିବା ନିହାତି ଆବଶ୍ୟକ | ଜଣେ ମନୁଷ୍ୟକୁ ଭଗବାନ ପ୍ରଦାନ କରିଥିବା ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ କରିଦେବା ଅନୁଚିତ ହୋଇଥିବା ବେଳେ ଏହାକୁ ମୃତ୍ୟୁ ପରେ ଅନ୍ୟକୁ ପ୍ରଦାନ କଲେ ସବୁଠାରୁ ଅଧିକ ପୁଣ୍ୟ ଲାଭ ହୋଇଥାଏ |

User Growth & Download Statistics

Contact the developer

Chrome-Stats does not own this Android app. Please use these information below to contact the Android app developer.
Developed by:
Armatus Technology
Google Play Store
https://play.google.com/store/apps/details?id=com.jagoodisha.jaga
Email:
sa*****@gmail.com

Best Jaga Odisha Jaga Alternatives

Here are some Android apps that are similar to Jaga Odisha Jaga: